ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତ୍ରିପୁରା ରାଜ୍ୟ ଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 JAN 2020 4:40PM by PIB Bhubaneswar

ଆଜି ତ୍ରିପୁରା ଲୋକମାନଙ୍କୁ ରାଜ୍ୟ ଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଆମେ ତ୍ରିପୁରାର ମହାନ ଐତିହ୍ୟ  ଏବଂ ରାଷ୍ଟ୍ରୀୟ ବିକାଶରେ ଏହାର ଯୋଗଦାନ ପାଇଁ ଗର୍ବିତ । ଏଠିକାର ଲୋକ ନିଜର କର୍ତ୍ତବ୍ୟନିଷ୍ଠ ସ୍ୱଭାବ ପାଇଁ ଜଣାଶୁଣା । ମୁଁ ତ୍ରିପୁରା ନାଗରିକମାନଙ୍କର ନିରନ୍ତର ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛିବୋଲି ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**************


(रिलीज़ आईडी: 1600000) आगंतुक पटल : 195