ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଦାତିକ ବାହିନୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2020 1:31PM by PIB Bhubaneswar

ପଦାତିକ ବାହିନୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁଭେଚ୍ଛା ଜଣାଇଛନ୍ତି ।   

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସାହସୀ ପଦାତିକ ବାହିନୀର ସମସ୍ତ କର୍ମଚାରୀମାନଙ୍କୁ ପଦାତିକ ବାହିନୀ ଦିବସ ଅବସରରେ ସ୍ଵତନ୍ତ୍ର ଅଭିନନ୍ଦନ । ଦେଶକୁ ସୁରକ୍ଷା ଯୋଗାଇବା ଦିଗରେ ପଦାତିକ ବାହିନୀର ଭୂମିକା ପାଇଁ ଭାରତ ଗର୍ବିତ । ସେମାନଙ୍କ ସାହାସିକତା କୋଟି କୋଟି ଦେଶବାସୀଙ୍କୁ ଅନୁପ୍ରାଣିତ କରୁ,” ।

Image

Image

**********

 


(ରିଲିଜ ଆଡି: 1667920) ପରିଦର୍ଶକ କାଉଣ୍ଟର : 188