ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସରେ ରାଜସ୍ଥାନବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2021 8:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ନିଜର ସମୃଦ୍ଧ ସଂସ୍କୃତି ଏବଂ ଗୌରବମୟ ଐତିହ୍ୟ ପାଇଁ ପ୍ରସିଦ୍ଧ ରାଜସ୍ଥାନର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଅନେକ ଅନେକ ଶୁଭକାମନା” ।

**********

TRP/


(ରିଲିଜ ଆଡି: 1708459) ପରିଦର୍ଶକ କାଉଣ୍ଟର : 305