ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମଣିପୁର, ମେଘାଳୟ ଏବଂ ତ୍ରିପୁରାର ଲୋକଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 21 JAN 2022 9:47AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁର, ମେଘାଳୟ ଏବଂ ତ୍ରିପୁରାବାସୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମଣିପୁର, ମେଘାଳୟ ଏବଂ ତ୍ରିପୁରାବାସୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଏହି ରାଜ୍ୟଗୁଡ଼ିକ ଭାରତର ବିକାଶରେ ବ୍ୟାପକ ଯୋଗଦାନ ଦେଉଛନ୍ତି ସେମାନଙ୍କର ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରୁଛି

HS


(ରିଲିଜ ଆଡି: 1791408) ପରିଦର୍ଶକ କାଉଣ୍ଟର : 211