ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପରିବର୍ତ୍ତନଶୀଳ ପଦକ୍ଷେପ ସଂକ୍ରାନ୍ତରେ – ‘୮ ବର୍ଷର ପୂର୍ବୋତ୍ତର କଲ୍ୟାଣ’ କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 JUN 2022 11:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପରିବର୍ତ୍ତନଶୀଳ ପଦକ୍ଷେପ ବିଷୟରେ ତାଙ୍କ ୱେବସାଇଟ୍‌, ନାମୋ ଆପ୍ ଏବଂ ମାଇଁଗଭ୍‍ରୁ ପ୍ରବନ୍ଧ ଏବଂ ଟୁଇଟ୍‍ ସୂତ୍ର ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ଅକଳ୍ପନୀୟ ବିକାଶ ଘଟିଛି । ଭିତ୍ତିଭୂମି ସୃଷ୍ଟି, ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଆଦି ସୁନିଶ୍ଚିତ କରିବା ସହିତ ଅଞ୍ଚଳର ବିଭିନ୍ନ ରାଜ୍ୟରୁ ସମୃଦ୍ଧ ସଂସ୍କୃତିର ଲୋକପ୍ରିୟତା ଉପରେ ଧ୍ୟାନ ଦିଆଯାଉଛି ।   #8YearsOfPurvottarKalyan”

“ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ । #8YearsOfPurvottarKalyan”


HS


(ରିଲିଜ ଆଡି: 1833457) ପରିଦର୍ଶକ କାଉଣ୍ଟର : 199