ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୋଶ ହାଶନାହା ଅବସରରେ ବିଶ୍ୱର ସମସ୍ତ ଇହୁଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2022 6:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଶ ହାଶନାହା ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାଆର ଲାପିଡ, ଇସ୍ରାଏଲର ପ୍ରିୟ ବାସିନ୍ଦା ଏବଂ ବିଶ୍ୱର ସମସ୍ତ ଇହୁଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ରୋଶ ହାଶନାହା ଅବସରରେ ମୋର ବନ୍ଧୁ ୟାଆର ଲାପିଡ, ଇସ୍ରାଏଲର ପ୍ରିୟ ବାସିନ୍ଦା ତଥା ସମଗ୍ର ବିଶ୍ୱରେ ବସବାସ କରୁଥିବା ଇହୁଦୀ ସମ୍ପ୍ରଦାୟକୁ ହାର୍ଦ୍ଦିକ ଶୁଭେଚ୍ଛା । ନୂତନ ବର୍ଷ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ । ଶାନା ଟୋଭା!”

HS


(ରିଲିଜ ଆଡି: 1862366) ପରିଦର୍ଶକ କାଉଣ୍ଟର : 208