ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                07 APR 2023 4:50PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଏକ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି ।
ଦାମନ ଓ ଦିଉର ସାଂସଦ ଶ୍ରୀ ଲାଲୁଭାଇ ପଟେଲଙ୍କ ବ୍ଲୁ ଫ୍ଲାଗ ବେଳାଭୂମି ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; 
“ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଏକ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ । ସେଠାରେ ସୁନ୍ଦର ଉପକୂଳ ଓ ବେଳାଭୂମି ରହିଛି । ଏହା ଦର୍ଶାଉଛି, ସାମୂହିକ ଉଦ୍ୟମ ଦ୍ୱାରା କିପରି ମାନସିକତାରେ ପରିବର୍ତ୍ତନ ଆସିଥାଏ ଓ ସମାଜ ଲାଭାନ୍ୱିତ ହୋଇଥାଏ ।” 
 
 
SR
                
                
                
                
                
                (Release ID: 1914652)
                Visitor Counter : 172
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam