ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ରାଜ୍ୟସଭାରେ ଏକ ସ୍ୱତନ୍ତ୍ର କ୍ଷଣ- ନାରୀ ଶକ୍ତି ପ୍ରତି ଉତ୍ସର୍ଗୀକୃତ

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2023 6:23PM by PIB Bhubaneswar

ରାଜ୍ୟସଭାରେ ଆଜି --୨୦୨୩ ଏକ ଐତିହାସିକ ଘଟଣା କ୍ରମରେ ବାଚସ୍ପତି, ବକ୍ତା ସରକାରୀ ଅଧିକାରୀ ସମସ୍ତେ ମହିଳା ସଭା କାର୍ଯ୍ୟବେଳେ କିଛି ସମୟ ପାଇଁ ପରିଚାଳନା ଦାୟିତ୍ୱରେ ଥିଲେ

ରାଜ୍ୟସଭା ସଦସ୍ୟ ଶ୍ରୀମତୀ ମମତା ମହାନ୍ତ ଗୃହରେ ଭାଷଣ ଦେଉଥିବା ବେଳେ ଶ୍ରୀମତୀ ଫାଙ୍ଗନମ କୋନୟାଗ ଗୃହରେ ଅଧ୍ୟକ୍ଷତା କରିଥିଲେ ଗୃହର ୱେଲରେ ଆସୀନ ସମସ୍ତ ସରକାରୀ ଅଧିକାରୀ ମଧ୍ୟ ମହିଳା ଥିଲେ

********

SM/MB


(ରିଲିଜ ଆଡି: 1946924) ପରିଦର୍ଶକ କାଉଣ୍ଟର : 136
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Nepali , Punjabi , Tamil