ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱକର୍ମା ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 17 SEP 2023 9:27AM by PIB Bhubaneshwar

ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଉତ୍ସର୍ଗୀକୃତ, ପ୍ରତିଭାବାନ୍ ଏବଂ କଠିନ ପରିଶ୍ରମରେ ସମାଜରେ ନବସୃଜନକୁ ଆଗେଇ ନେଉଥିବା ସମସ୍ତ କାରିଗର ଏବଂ ଶିଳ୍ପକାରଙ୍କୁ ସାଲ୍ୟୁଟ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀରେ ମୋର ସମସ୍ତ ପରିବାରଜନଙ୍କୁ ଅନେକ ଅଭିନନ୍ଦନ । ଏହି ଅବସରରେ ସେ ଉତ୍ସର୍ଗୀକୃତ, ପ୍ରତିଭାବାନ୍ ଏବଂ କଠିନ ପରିଶ୍ରମରେ ସମାଜରେ ନୂତନତ୍ୱକୁ ଆଗେଇ ନେଉଥିବା ସମସ୍ତ କାରିଗର ଏବଂ ଶିଳ୍ପକାରଙ୍କୁ ହୃଦୟରୁ ବନ୍ଦନା କରୁଛି ।’

 

SR


(रिलीज़ आईडी: 1958263) आगंतुक पटल : 165
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam