ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନ୍ୟାସନାଲ ଟର୍ମରିକ୍ ବୋର୍ଡ ସ୍ଥାପନା କରି ଆମ ହଳଦୀ ଚାଷୀଙ୍କ ସାମର୍ଥ୍ୟକୁ ବ୍ୟବହାର କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 OCT 2023 8:48AM by PIB Bhubaneshwar
ଚାଷୀଙ୍କ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ
ଗତକାଲି ନ୍ୟାସନାଲ ଟର୍ମରିକ୍ ବୋର୍ଡ ସ୍ଥାପନା ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ଉପରେ ନିଜାମାବାଦ ସାଂସଦ ଶ୍ରୀ ଅରବିନ୍ଦ ଧର୍ମପୁରଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
କୃଷକଙ୍କ କଲ୍ୟାଣ ଏବଂ ସମୃଦ୍ଧତା ଆମର ସର୍ବଦା ପ୍ରାଥମିକତା ରହିଆସିଛି ।
ନ୍ୟାସନାଲ ଟର୍ମରିକ୍ ବୋର୍ଡ ପ୍ରତିଷ୍ଠା କରି ଆମେ ଆମ ଚାଷୀଙ୍କ ସାମର୍ଥ୍ୟକୁ ବ୍ୟବହାର କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଭାବେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛୁ ।
ନିଜାମାବାଦ ପାଇଁ ଏହା ବିଶେଷ ଲାଭଦାୟକ ।
ଆମ ହଳଦୀ ଚାଷୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ କରିବାକୁ ଯାହା ଆବଶ୍ୟକ ତାହା କରିବା ଜାରି ରଖିବୁ ।’
SR
(ରିଲିଜ ଆଡି: 1963259)
ପରିଦର୍ଶକ କାଉଣ୍ଟର : 176
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam