ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 02 SEP 2024 10:50AM by PIB Bhubaneshwar

ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତି  ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ନିଶାଦ୍‌ଙ୍କୁ ଅଭିନନ୍ଦନ ! ସେ ଆମ ସମସ୍ତଙ୍କୁ ଦେଖାଇଦେଇଛନ୍ତି ଯେ ଉତ୍ସାହ ଏବଂ ନିଷ୍ଠା ସହିତ ସବୁକିଛି ସମ୍ଭବ। ଭାରତ ଗୌରବାନ୍ୱିତ ହୋଇଛି ।”

 

SR     


(रिलीज़ आईडी: 2050829) आगंतुक पटल : 70
इस विज्ञप्ति को इन भाषाओं में पढ़ें: Telugu , Tamil , Assamese , English , Urdu , हिन्दी , Marathi , Manipuri , Bengali , Bengali-TR , Punjabi , Gujarati , Kannada , Malayalam