ପୋଷ୍ଟ କରାଯିବା ଦିନାଙ୍କ:
16 SEP 2024 2:42PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଉଦ୍ଘାଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଉଦ୍ଘାଟନ କଲି ଏବଂ ଆଜିର କାର୍ଯ୍ୟକ୍ରମରେ ଶକ୍ତିଶାଳୀ ଯୁବପିଢ଼ୀଙ୍କ ସହ ।”
SR