ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୟନ୍ତୀ ଅବସରରେ ମହାମନା ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 DEC 2024 8:56AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାମନା ପଣ୍ଡିତ ମଦନ ମୋହନ ମାଲଭିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ମହାମନା ପଣ୍ଡିତ ମଦନ ମୋହନ ମାଲଭିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ । ଜଣେ ସକ୍ରିୟ ସ୍ୱାଧିନତା ସଂଗ୍ରାମୀ ବ୍ୟତୀତ ସେ ସାରା ଜୀବନ ଭାରତରେ ଶିକ୍ଷାର ଅଗ୍ରଦୂତ ରହିଥିଲେ । ଦେଶ ପ୍ରତି ତାଙ୍କର ଅପୂର୍ବ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।”
SR
(ରିଲିଜ ଆଡି: 2088015)
ପରିଦର୍ଶକ କାଉଣ୍ଟର : 58
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam