ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପର୍ପ୍ଲେକ୍ସିଟି ଏଆଇର ସିଇଓ

ପୋଷ୍ଟ କରାଯିବା ଦିନାଙ୍କ: 28 DEC 2024 9:10PM by PIB Bhubaneswar

 

ପର୍ପ୍ଲେକ୍ସିଟି ଏଆଇର ସିଇଓ ଶ୍ରୀ ଅରବିନ୍ଦ ଶ୍ରୀନିବାସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ଏକ୍ସରେ ଅରବିନ୍ଦ ଶ୍ରୀନିବାସଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

ତୁମକୁ ସାକ୍ଷାତ କରି ଏବଂ ଏଆଇ, ଏହାର ବ୍ୟବହାର ବିବର୍ତ୍ତନ ବିଷୟରେ ଆଲୋଚନା କରି ବହୁତ ଲାଗିଲା

ପର୍ପ୍ଲେକ୍ସିଟି ଏଆଇ ସହିତ ତୁମେ ବହୁତ ଭଲ କାମ କରୁଥିବାର ଦେଖି ଭଲ ଲାଗିଲା ତୁମର ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି

 

SR


(ରିଲିଜ ଆଡି: 2088661) ପରିଦର୍ଶକ କାଉଣ୍ଟର : 56