ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିଷ୍ଠା ଦିବସ ଅବସରରେ ହିମାଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 JAN 2025 9:18AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଲୋକମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି :

“ହିମାଚଳ ପ୍ରଦେଶର ସମସ୍ତ ଅଧିବାସୀମାନଙ୍କୁ ପୂର୍ଣ୍ଣ ରାଜ୍ୟତ୍ୱ ଦିବସର ଅନେକ ଅଭିନନ୍ଦନ । ନିଜର ପ୍ରାକୃତିକ ସୁନ୍ଦରତା ଏବଂ ଭବ୍ୟ ଐତିହ୍ୟକୁ ବଜାୟ ରଖିଥିବା ଆମର ଏହି ଦେବଭୂମି ଉନ୍ନତି ପଥରେ ଦୃତ ଗତିରେ ଅଗ୍ରଗତି କରୁ, ଏହା ହିଁ ମୋର କାମନା ।

 

SR


(ରିଲିଜ ଆଡି: 2096580) ପରିଦର୍ଶକ କାଉଣ୍ଟର : 36