ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନଶୀଳ ମନୋଭାବ ଜାଗ୍ରତ କରିବାରେ ଅଟଳ ଟିଙ୍କରିଂ ଲ୍ୟାବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ: ପ୍ରଧାନମନ୍ତ୍ରୀ

प्रविष्टि तिथि: 10 JUL 2023 9:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନର ଭାବନା ଜାଗ୍ରତ କରିବାରେ ଅଟଳ ଟିଙ୍କରିଂ ଲ୍ୟାବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

କୁରିଆଚିରାରେ ଥିବା ତାଙ୍କ ପ୍ରଥମ ସ୍କୁଲ ସେଣ୍ଟ ପଲ୍ସରେ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ସମ୍ପର୍କରେ ଉଦ୍ୟୋଗୀତା, ଦକ୍ଷତା ବିକାଶ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

" ଏହା ନିଶ୍ଚୟ ତୁମ ପାଇଁ ଏକ ବିଶେଷ ମୁହୂର୍ତ୍ତ ହେବ !"

" ଆମ ଯୁବପିଢ଼ିଙ୍କ ମଧ୍ୟରେ ଏକ ନବସୃଜନଶୀଳ ମନୋଭାବ ପୋଷଣ କରିବାରେ ଅଟଳ ଟିଙ୍କରିଂ ଲ୍ୟାବ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।"


(रिलीज़ आईडी: 2189521) आगंतुक पटल : 19
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam