ପୋଷ୍ଟ କରାଯିବା ଦିନାଙ୍କ:
23 NOV 2026 2:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମଣଙ୍କ ଏକ ନିବନ୍ଧ ସେୟାର କରିଛନ୍ତି ଯେଉଁଥିରେ ଦାରିଦ୍ର୍ୟ ବିରୋଧରେ ଭାରତର ଲଢ଼େଇ କିପରି ସାରା ଦେଶର ଜୀବନକୁ ବଦଳାଇ ଦେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲେଖିଛନ୍ତି ଯେ କିପରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅସ୍ଥାୟୀ ରିଲିଫ୍ ଠାରୁ ଦାରିଦ୍ର୍ୟକୁ ସ୍ଥାୟୀ କରୁଥିବା ପ୍ରତିବନ୍ଧକକୁ ସମାଧାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। "ଆବାସ, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ଜଳ, ବ୍ୟାଙ୍କିଙ୍ଗ ଏବଂ ଉଦ୍ୟୋମିତା ମାଧ୍ୟମରେ ସେ କୋଟି କୋଟି ପରିବାର ଦ୍ୱାରା କରାଯାଇଥିବା ପ୍ରଗତି ଏବଂ ଗ୍ରାମୀଣ ମହିଳାମାନଙ୍କ ବର୍ଦ୍ଧିତ ଆର୍ଥିକ ଅଂଶଗ୍ରହଣକୁ ଚିହ୍ନଟ କରନ୍ତି", ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
ଆବଶ୍ୟକତା ଠାରୁ ଆରମ୍ଭ କରି ନୂତନ ଜୀବିକା ସୁଯୋଗ ପର୍ଯ୍ୟନ୍ତ, ଦାରିଦ୍ର୍ୟ ବିରୁଦ୍ଧରେ ଭାରତର ଲଢ଼େଇ ସାରା ଦେଶର ଜୀବନକୁ ବଦଳାଇ ଦେଉଛି!
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲେଖିଛନ୍ତି ଯେ କିପରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱ ଅସ୍ଥାୟୀ ରିଲିଫ୍ ଠାରୁ ଦାରିଦ୍ର୍ୟକୁ ସ୍ଥାୟୀ କରୁଥିବା ପ୍ରତିବନ୍ଧକକୁ ସମାଧାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି।
ଆବାସ, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ଜଳ, ବ୍ୟାଙ୍କିଙ୍ଗ ଏବଂ ଉଦ୍ୟୋଗୀତା ମାଧ୍ୟମରେ ସେ କୋଟି କୋଟି ପରିବାର ଦ୍ୱାରା କରାଯାଇଥିବା ପ୍ରଗତି ଏବଂ ଗ୍ରାମୀଣ ମହିଳାମାନଙ୍କର ବର୍ଦ୍ଧିତ ଆର୍ଥିକ ଅଂଶଗ୍ରହଣ ଉପରେ ନଜର ରଖିଛନ୍ତି।
HS